STORYMIRROR

Reeta aparajeeta Mohanty

Abstract

2  

Reeta aparajeeta Mohanty

Abstract

ଲକ ଡାଉନ ଆମରି ଭଲ ପାଇଁ

ଲକ ଡାଉନ ଆମରି ଭଲ ପାଇଁ

1 min
2.8K

ରେ ମନ ତୁ ଉଦାସ କଣ ପାଇଁ .....?

କରୋନା ପାଇଁ

ଏଇ ଜୀବନ ତତେ

ନିର୍ବାସନ ଦଣ୍ଡ ପରି ମନେ ହେଉଛି ନା

ଏମିତି ଏମିତି ୬ ଦିନରେ

ପହଁଞ୍ଚିଗଲlଣି ..............।

ଆଜି ଜଦି ଏଇ ନିୟମ କୁ

ଶୃଙ୍ଖଳା ସହ ପାଳିବୁ

ନିଜ ପରିବାର ଜୀବନ ବଞ୍ଚେଇବା ସହ

ଦେଶ ଉନ୍ନତି ରେ ସହାୟକ ହେବୁ।

ଅନେକ ଦିନରୁ ତୁ ବ୍ୟସ୍ତ ଥିଲୁ

ଘର ବଗିଚା ରେ ଟିକେ ବସିନଥିଲୁ

ଆଜି ଟିକେ ପିଜୁଳି ଗଛ ଛାଇ ତଳେ ବସିବୁ

ନିଜ ପରିବାର ସହ ସମୟ କାଟିବୁ

ଏଇ ଲକ ଡାଉନ ଆମରି ଭଲ ପାଇଁ

ରେ ମନ ଏଇ ଲକ ଡାଉନ ଆମ ସମସ୍ତଙ୍କ ର ଭଲପାଇଁ

ତୁ ବି ଦିନେ ବୁଝିବୁ

ମୋଦି କାହିଁକି ଘର ବାହାର ରେ

ଲକ୍ଷ୍ମଣାଗାର କାଟିବାକୁ କହିଲେ।

ହାତ ଯୋଡ଼ି ଆମକୁ

ଏଇ ନିୟମ ମାନିବାକୁ ଅନୁରୋଧ କଲୁ

ଏସବୁ କେବଳ ଆମରି ଭଲ ପାଇଁ।


Rate this content
Log in

Similar oriya poem from Abstract