STORYMIRROR

Sunanda Mohanty

Drama Action Classics

3  

Sunanda Mohanty

Drama Action Classics

ଲାଲ ରକ୍ତ

ଲାଲ ରକ୍ତ

1 min
161

ରକ୍ତ ର ରଙ୍ଗ ସବୁଜ 

ସବୁଜିମା ଭରି ଗଛ ପତ୍ରରେ 

ପାହାଡ଼ ପର୍ବତରେ 

ରକ୍ତର ରଙ୍ଗ ହଳଦିଆ 

ରଙ୍ଗ ଆଉ ଋତୁରେ 

ରକ୍ତର ରଙ୍ଗ ଧବଳ 

ସୂର୍ଯ୍ୟଙ୍କ ଉଦୟ 

ଆଉ ଲାଲ ଅସ୍ତରେ 

ତ ମଣିଷର ରଙ୍ଗ କାହିଁକି ଲାଲ 

ଅସ୍ତ ହେବାକୁ 

ହିଂସା ରାଗ ଦ୍ୱେଷ ଓ ପରଶ୍ରୀକାତରେ 

ଅବା ମାୟା ମୋହ, ପାପ ପୂଣ୍ୟ 

ଭୁଲ ଠିକ ଦୋଛକିରେ 

ଶାମୁକାରୁ ମୋତି 

ହେଲେ ମଣିଷ ରକ୍ତ ଲାଲ କାହିଁକି 

ମୋ ଚିନ୍ତା ଅନୁଚିନ୍ତା ଫର୍ଦ୍ଧ ଭିତରେ. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama