STORYMIRROR

Akshayakumar Dash

Inspirational

3  

Akshayakumar Dash

Inspirational

ଲାଭ

ଲାଭ

1 min
11.5K

ଏବେ କ୍ଷତିରେ

ମାସରୁ ଅଧିକ ତାଲା ପଢ଼ଇ

କମ୍ପାନୀ ର କାମ ବନ୍ଦ

ଘରେ ରହି ଦରମା ଦେବାକୁ ପଡୁଛି

କର୍ମଚାରୀ ମାନଙ୍କୁ

ସରକାର ବିି ରାଜ୍ୟର କୋଷ ଶୂନ୍ୟ

ସାଧାରଣ ଲୋକ ମାନଙ୍କ ବେପାର ମାନ୍ଦା

ଚାଷୀ ମାନଙ୍କ ମଧ୍ୟରେ ଭିତରେ ଭାଲେଣି

ବିିିଲ ରେ ପଡି ଫସଲ ନଷ୍ଟ 

ଦିିିନ ମଜୁରୀଆ କାମ ବନ୍ଦ

କେମିତି ଚଳିବ ସଂସାର

ସବୁଠୁ ସମ ପ୍ରଶ୍ନ ମନରେ

ଦୃୃଷ୍ଟାନ୍ତ ପାଲଟି ଯାଇଛି

ମଣିଷର ଅଭାବ ରହିଛି

ସେଇ ସମ୍ବଳ ଯାହା ଶୋଷ ମେଂଟେଇ ଦିଏ

କିିଂତୁ ,ବେଳେ କିିିଛିକ୍ଷେତ୍ରରେ ଲାଗେନି କାମରେ

ଭାରତୀୟ ଜନତା ହାରିଯିବା ଅସମ୍ଭବ

ଗୋଟିର ପକ୍ଷରୁ ସୂଚନା ଦିଆଯାଇଛି

ସରଳ ନିରାଣ୍ଡମର ବଂଚିତ ସମାଜ କଲ୍ୟାଣ

ନିିିଜ ପାଇଁଁ ବବିଷୟଞ୍ଚିଛି ନା କାର କାମ ରେ ଆସିଲେ

ଏଇମାଟି ମା ଆମକୁ ସଂସ୍କକାର ବାବଦରେ 

ସିିିଖେଇ କହିଲେ ଝାଡ ଫୁୁୁଟେଇ ସୁଖ ତୋଳିବା

ଠାରୁ ଅନ୍ତର ଭିିତରେ ନିିିଜ ସ୍ୱର ଧୁନି ଜଳାଆଲୋକ 

ସବୁରି ଭିିତରେ ନିଜକୁ ଦେଖିବା ଶିଖ

ଗଛଳତା , ମାଟି,ପାାଣି,ପବନ, ପରି ଦେବା

ପକ୍ଷୀ ମାନଙ୍କର ଅଭ୍ୟାସ ବଳରେ 

ଲୋଭ ମୋହ ରୁୁ ମୁକ୍ତ ହେବା

କ୍ଷତି କାରକ ଶକ୍ତିିଶାଳୀ ହେଲେ

ବିିିପଦ ଧକା ଦେଲେ

ସହସ୍ରାଧିକ ବଳ ସାହସ ସଞ୍ଚୟ କରି

ଝଡ଼ ରେ ଉଡିଯାଇଥିବା ନିିିଡ଼କୁ ଯୋଡିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Inspirational