STORYMIRROR

Sunanda Mohanty

Classics Fantasy Thriller

3  

Sunanda Mohanty

Classics Fantasy Thriller

କଥା ତ ଏତିକି

କଥା ତ ଏତିକି

1 min
130


ଓଡିଶାର ଆରାଧ୍ୟ୍ୟ ଦେବ ଜଗନ୍ନାଥ

ଆସିବେ ବଡଦାଣ୍ଡେ ଚଢି ନନ୍ଦିଘୋଷ ରଥ

ମଣିଷ ଭିତରେ ସଦଭାବନା ଶାନ୍ତି ପଥ

ନିର୍ଣ୍ଣୟ କରି ଚାଲିବା ଧରି ହସ୍ତେ ହସ୍ତ

ଶିଖାଇଛନ୍ତି ସ୍ୱୟଂ ଜଗନ୍ନାଥ

ମନ ରଖି ଶାନ୍ତ କରିବା ଶପଥ

ନିର୍ଣ୍ଣୟ କରିବା ନିଜ ସାଥେ ପୂର୍ବସୁରୀ ପଥ

ମନେ ପକାଇବା ମାଣିକ ଗଉଡ଼ୁଣୀ କଥା ସତ

କଳା ଧଳା ଘୋଡା ଚଢି ଜଗନ୍ନାଥ ସାଆନ୍ତ

କାଞ୍ଚିଅଭିଜାନେ ରଖିଥିଲେ ମାନ ମହତ

କଳାପାହାଡ଼ର ଆକ୍ରମଣ ପରେ ବଡଠାକୁର ସେତ

ଲୁଚି ରହିଲେ ରାରିଦିଗେ ସାଆନ୍ତ ଭିର୍ନ୍ନ ନାମେତ

ଗୁଣ୍ଡିଚା ରାଣୀ ଆଗ୍ରହ ଶତତ କଲା ଦିବ୍ୟାଙ୍ଗ ଠାକୁରଙ୍କୁ ତ

ଚାଲ ସଖି ଆମେ ଦର୍ଶନ କରିବା କାଳିଆ ନିଶ୍ଚିନ୍ତ

ରଥ ପଥ ଜଗନ୍ନାଥ ଏକା ସତ୍ୟ

ସନାତନ ଧର୍ମ ଆରାଧ୍ୟ୍ୟ ଜଗନ୍ନାଥ ଶିବ ସୁନ୍ଦର ସତ୍ୟ ।



Rate this content
Log in

Similar oriya poem from Classics