STORYMIRROR

Amarnath Barick

Children

3  

Amarnath Barick

Children

କଥା ପହ

କଥା ପହ

1 min
12



ଘଡ଼ଘଡ଼ି ସହ ବିଜୁଳି ହୁଏଆକାଶ ବକ୍ଷରୁ ଜନମ ସିଏମୁଷଳ ଧାରରେ ବରଷୁ ଥାଏକେବେ ଥମି କେବେ ଝରି ସେ ଯାଏତାକୁ ପାଇ ଗଛଲତା ବି ହସେକହି ପାରିବ ତା' ନାମ କିଏ ସେ ?       (ଉ: ବର୍ଷା)

ପୂରୁବ ଦିଗରେ ସୁନେଲି ହୋଇପଶ୍ଚିମରେ ପୁଣି ଲୋହିତ ଥାଇସକାଳୁ ଉଇଁ ସେ ସଞ୍ଜରେ ଯାଇଏକାଧିକ ନାମ ଅଛିରେ ବହିରବି ପ୍ରଭାକର ଯାହାକୁ କହିଅସଲ ନାମ ଟି କୁହରେ କେହି !!       (ଉ: ସୂର୍ଯ୍ୟ)

ମିଞ୍ଜି ମିଞ୍ଜି ହୋଇ ଆକାଶେ ଜଳେଅସଂଖ୍ୟ ହୋଇ ଯେ ଥାଏ ମଣ୍ଡଳେପାହାନ୍ତିରେ କେବେ ଆସେ ସଞ୍ଜରେଛୋଟ ବଡ଼ ହୋଇ ଚମକଇରେଜହ୍ନି ଫୁଲ ପରି ଦିଶନ୍ତି ସିଏକୁହରେ ପିଲେ ତା' ନାମ ସେ କିଏ ?       (ଉ: ତାରା)

ଧିରେ ଧିରେ ବଢ଼ି ଗୋଲାଇ ହୁଏପୂର୍ଣ୍ଣିମାରେ ପୁରା ଆସଇ ଯିଏପନ୍ଦର ଦିନପରେ ଦୃଶ୍ଯ ହୁଏତାକୁ ଦେଖି ଶିଶୁ ଖୁସିରେ ହସେମାମୁଁ ବୋଲି ଡାକ ଅଛି ଯାହାରକୁହ ଶିଶୁ ଗଣ ନାମ ତାହାର ?       (ଉ: ଜହ୍ନ)



Rate this content
Log in

Similar oriya poem from Children