STORYMIRROR

Sunanda Mohanty

Action Classics Inspirational

4  

Sunanda Mohanty

Action Classics Inspirational

କରୁଣା 

କରୁଣା 

1 min
0


ସିଲଟ ମୋହର ଶୁଖୁନାହିଁ ଜମା 
ନଈ ପାଣି ନଈକି ଯାଆ 
ମୌସୁମି କୁ କହିବୁ ଯାଆ 
ରହି ରହି ଆସୁଥା 
ଯାଉଛି ଋଷି ପୁଷି ଟିକେ ଶୁଣିଯା 
ଏନଲିନୋ ଭୟ ଦେବ କେ ଅଭୟ 
ତୁ ତୋ ଘରକୁ ଯାଆ 
ସମୁଦ୍ରରେ ଏବେ ଜୁଆର ସହିତ ଉଷ୍ମ 
ଜଳକଣା ସବୁ ଉପରକୁ ହୋଇ ବାସ୍ପ 
ସେହି ଜଳକଣା ମୋ ସିଲଟ କଲା କଣା 
ବିଜ୍ଞାନ ସାହିତ୍ୟ ଗଣିତ ପଢ଼ାଉଥା 
ମୌସୁମୀ ତୋର ମନମାନୀ ଚଳିବନି 
ଆସିବୁ ଯଦି ଜଲ୍ଦି ଆ 
ଆସୁଛୁ ଯଦି ବାତ୍ୟା ବନ୍ୟା ଥୋଇକି ଆ 
ମୋ ସିଲଟ ନସୁଖୁ 
ସଭିଏଁ ରାଜ୍ୟ ଦେଶରେ ଭଲରେ ଥା 
କାମନା ଏତିକି ଅଳି ମୋ ଏତିକି 
ଭକ୍ତି ଭାବରେ ଜଡିକି ଥା 
ଏଲନିନୋ ଯିବ ଘୁଞ୍ଚି ଫିଟିଯିବ କୁଞ୍ଚି 
ଦୈବୀଦୁର୍ବିପାକ ଆଉ ନଆ 
ନଈ ପାଣିରେ ଜହ୍ନ ରାତିରେ ମୁଁହଁ ଦେଖୁଥା


Rate this content
Log in

Similar oriya poem from Action