STORYMIRROR

Dipti lekha Mishra

Inspirational

4  

Dipti lekha Mishra

Inspirational

କର୍ଫ୍ୟୁଦିନ-୧

କର୍ଫ୍ୟୁଦିନ-୧

1 min
299

ଲକଡାଉନ କରି ରଖିଲ ହେ ମୋଦୀ

ଧନ୍ୟବାଦ ତେଣୁ ହେ ତୁମକୁ

ଘରେ ବନ୍ଦୀ ହୋଇ ବୁଝନ୍ତୁ ସଭିଏଁ

ନିଜ ନିଜ ପାରିବାରିକ ସଂପର୍କକୁ ।


ଦୁଇଘଡିର ଏ ଜୀବନ ସବୁ ଜୀବଙ୍କର

ନୁହଁ ହତ୍ୟା କରିବା କାହା ଅଧିକାର

ଏ ସମଗ୍ରଦେଶ ବୁଝିବ ଏଥୁ ରହି ଘରେ

ଅନ୍ୟାୟ ଠାରୁ ହେବ ବୋଧେ ଦୂର ॥


ଦହଗଞ୍ଜ ହୋଇ ଜିଇଁ ଥାଉ ଥାଉ ଏ ମଣିଷ

କଷ୍ଟ ଭୋଗିବ ଯେବେ ଘରେ

ଅନ୍ୟକୁ ମାରି ଖାଈବାର ଆନନ୍ଦ ସାଉଁଟିବା

ବୁଝିବ ନିଶ୍ଚେ ଏଥୁ ଅନ୍ତରେ ॥


ହେ ବିଶ୍ବବିହାରୀ ସର୍ବପାପନାଶିନୀ ଦୁର୍ଗା

ଚେତାଇଦେ ମୋ ସନ୍ତାନମାନଙ୍କୁ

କହେ କାନ୍ଦି ଭାରତମାତା ଯେ ତୁମକୁ

ଶିକ୍ଷା ଦେଇ ରକ୍ଷା କର ମୋ ସୄୄୄୄୄୄୄଷ୍ଟିକୁ ॥


Rate this content
Log in

Similar oriya poem from Inspirational