STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

କୃପାସିନ୍ଧୁ

କୃପାସିନ୍ଧୁ

1 min
181


ଜଗନ୍ନାଥ ନାମ ଭକ୍ତି ଶକ୍ତି ଡୋରେ

ବାନ୍ଧି ରଖ ବାଇ ମନ,

ଆସୁ ଯେତେ ଝଡ଼ ଭୟ ମନୁ କାଢ଼

ନାମ ଜପ ଦୃଢେ ମନ।


ଅଣସର ଘରୁ କାଳିଆ ଆସିବ

  ବାଇଶି ପାହାଚ ଦେଇ

ନାଚୁଥିବେ ଦେବ ନର ପଶୁପକ୍ଷୀ

  ବଡ଼ଦାଣ୍ଡେ ଥେଇ ଥେଇ।


ନେତ୍ରୋତ୍ସବ ଆଜି କାଳିଆ ଠାକୁର

   ଜରରୁ ହୋଇଛି ଭଲ,

ନବଯୌବନ ଦର୍ଶନେ ପ୍ରଭୁ ମୋ 

  କି ସୁନ୍ଦର ଦିଶୁଥାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational