Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Binay Mohapatra

Inspirational


3  

Binay Mohapatra

Inspirational


କରୋନାକୁ ଡରନା

କରୋନାକୁ ଡରନା

1 min 348 1 min 348

ମରିବାକୁ ଡରଲାଗେ କିନ୍ତୁ ମୃତ୍ୟୁ ଯେ ନିଶ୍ଚୟ ଆସିବ,

ଡରି ଡରି ମରିବାନି ଲଢିବାର ଶେଷ ସାମର୍ଥ୍ୟ ପର୍ଯ୍ୟନ୍ତ ପଣ ରଖି ଲଢିବାକୁ ହେବ । 


ସତର୍କତା ସୁରକ୍ଷା କବଚ କରୋନାର ଚକ୍ରବ୍ୟୁହ ଭାଙ୍ଗିବାକୁ ହେବ ଅନାବଶ୍ୟକ ବାହାରେ ଯାଅନା ନା କାହାକୁ ଛୁଅଁ, ନା ଛୁଇଁବାକୁ ଦିଅ ବାରମ୍ବାର ହାତଧୁଅ ନିଜ ଘରେ ସୁରକ୍ଷିତ ରୁହ ।


ଆସ ସହଯୋଗର ହାତ ବଢାଇବା ଏକତା ଦେଖାଇବା ପାଇଁ ଏକାଠି ମିଳିତ ହେବା କିଛି ଦରକାର ନାହିଁ, ସାମାଜିକ ଦୂରତା ରଖି ଏକତାର ନୁଆ ଏକ ପରିଭାଷା ରଚିଯିବା ଆସ ଆମେ ମିଳିମିଶି କରୋନାକୁ ଡରାଇ ଦେବା ।


Rate this content
Log in

More oriya poem from Binay Mohapatra

Similar oriya poem from Inspirational