STORYMIRROR

ବିନୟ ମହାପାତ୍ର

Inspirational

4  

ବିନୟ ମହାପାତ୍ର

Inspirational

କରୋନାକୁ ଡରନା

କରୋନାକୁ ଡରନା

1 min
374

ମରିବାକୁ ଡରଲାଗେ କିନ୍ତୁ ମୃତ୍ୟୁ ଯେ ନିଶ୍ଚୟ ଆସିବ,

ଡରି ଡରି ମରିବାନି ଲଢିବାର ଶେଷ ସାମର୍ଥ୍ୟ ପର୍ଯ୍ୟନ୍ତ ପଣ ରଖି ଲଢିବାକୁ ହେବ । 


ସତର୍କତା ସୁରକ୍ଷା କବଚ କରୋନାର ଚକ୍ରବ୍ୟୁହ ଭାଙ୍ଗିବାକୁ ହେବ ଅନାବଶ୍ୟକ ବାହାରେ ଯାଅନା ନା କାହାକୁ ଛୁଅଁ, ନା ଛୁଇଁବାକୁ ଦିଅ ବାରମ୍ବାର ହାତଧୁଅ ନିଜ ଘରେ ସୁରକ୍ଷିତ ରୁହ ।


ଆସ ସହଯୋଗର ହାତ ବଢାଇବା ଏକତା ଦେଖାଇବା ପାଇଁ ଏକାଠି ମିଳିତ ହେବା କିଛି ଦରକାର ନାହିଁ, ସାମାଜିକ ଦୂରତା ରଖି ଏକତାର ନୁଆ ଏକ ପରିଭାଷା ରଚିଯିବା ଆସ ଆମେ ମିଳିମିଶି କରୋନାକୁ ଡରାଇ ଦେବା ।


Rate this content
Log in

Similar oriya poem from Inspirational