Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manju Rath

Inspirational

4  

Manju Rath

Inspirational

କରୋନା

କରୋନା

1 min
229


ଅପ୍ରତ୍ୟାଶିତ ଭାବେ ତୁମ ଆଗମନ

ବିଶ୍ୱ ଆଜି ଆତଙ୍କ ଘେରେ

ଉଗ୍ରବାଦୀ ନୁହଁ କି ଆତଙ୍କବାଦୀ

ମଧ୍ୟ ନୁହଁ ।


କରୋନା ନାମେ ଆଙ୍କିଛ

ତୁମ ନାମ

ସବୁରି ହୃଦୟ ଭିତରେ

ତୁମେ ବିରାଜମାନ ।


ସପନେ ଜାଗରେଣ କୋକେୟା ଭୟ

ସୃଷ୍ଟି କରି ଚାଲିଛ

ଏବେ କି ଆଉ ଟିକିଏ ପରେ

ମୃତ୍ୟୁ ଆଜି ଉପନୀତ ।


ତୁମ ଆକ୍ରାନ୍ତ ରେ ମହା ବିଭିସୀକା

ଖେଳୁଛି ଖେଳ କରୋନା ଚାଲି ଯାଅ

ଏଥର

ତୁମେ ଅତି ଭୟଙ୍କର ।


Rate this content
Log in