Krishna Rani
Krishna Rani
ତୋ ନୀଳ ନୀଳ ଆଖି
ମୋତେ ପାଗଳ କଲାରେ
ତୋ ନିଆରା ଚାହାଣି
ମୋତେ ଶୋଆଇ ଦଉନିରେ
ମୁଁ କେମିତି କହିବି
ତୋତେ ଭଲପାଏ ବୋଲି
ଥରେ କହିଦେ ଥରେ କହିଦେ କହିଦେରେ..........
ଓ..........ଓ..........ଓ..............ଓ.........।।
ସମୟ ଅଟକି ଯାଏ
ତୋ ପାଇଁ ରେ ପାଇଁ ରେ
ବାଦଲ ହସି ଖେଳେ
ତୋ ପାଇଁ ରେ ପାଇଁ ରେ
ଶେଫାଳୀ ଫୁଲ ପରି
ହସ ହସ ତମ ମୁହଁ
ସାଥେ ଥିବି ସାତ ଜନମ
ତୁ ଥରେ ରାଜି ହେଲେ
ଥରେ କହିଦେ ଥରେ କହିଦେ କହିଦେରେ.........
ଓ...........ଓ...........ଓ...............ଓ.........।।
ଯେତେ ଦେଖୁଥିଲେ ମନ ଭରେନା
ଯେତେ ହେଉଥିଲେ କଥା ସରେନା
ସବୁ କିଛି ହାସଲ କରିଦେବି
ତୋ ପାଇଁ ରେ ପାଇଁ ରେ
ଓ ପ୍ରିୟା ପ୍ରିୟା ରେ........
ଓ........ଓ.......ଓ........ ।।

