STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

କରିବା ମହତ୍ କାମ

କରିବା ମହତ୍ କାମ

1 min
124

ପ୍ରତ୍ୟେକ ଶବ୍ଦରେ ମିଠା ଭରିଥାଏ

  ଅନୁଭବୀ ବୁଝି ପାରେ 

କଥାର ମଧୁର ଶବ୍ଦର ମଧୁର

 ମୁଖରେ ହିଁ ଜଣାଯାଏ।


କେତେ ଦିନ ପାଇଁ ଏହି ରଙ୍ଗମଞ୍ଚେ

 ଆସିଛନ୍ତି ଆମେ ଧାଇଁ 

ଅଭିନୟ ସାରି ଯେ ଯେଝା ବାଟରେ 

  ଯିବା ତ ରହିବା ନାହିଁ ।


କରିଯିବା ଆମେ ଏମିତି କରମ

  ଝୁରୁଥିବେ ସର୍ବଜନ 

ଭଲକାମ କରି ଦୁଃଖୀରଙ୍କି ସେବା

  କରି ବିତିଯାଉ ଦିନ ।।



Rate this content
Log in

Similar oriya poem from Inspirational