STORYMIRROR

Paresh Kumar Biswal

Inspirational Others

3  

Paresh Kumar Biswal

Inspirational Others

କୋଉଠି ପାଇବି

କୋଉଠି ପାଇବି

1 min
214

ମୋହତ ରହିଛି       ବଞ୍ଚିବା ପାଇଁକି

      କେମିତି ମରିବି ଏବେ??

ଜୀବନର ଏହି        ଶେଷ ମୁହୂର୍ତ୍ତରେ

      ଈଶ୍ୱର ପାଇବି କେବେ??


ମନ୍ଦିରେ ଠାକୁର      ପୂଜା ପାଉଛନ୍ତି

       ଠିକଣା ହଜିଛି ତାଙ୍କ,

କେଉଁ ଦେବତାଙ୍କୁ     ପୁଜୀବି ନୀତି ମୁଁ

       ରହିଛି ଅନେକ ବାଙ୍କ।


ଅନେକ ଦେବତା      ଅନେକ ଦେବୀ ଜେ

        ରହିଛନ୍ତି ଆମ ଠାରେ,

କେଉଁ ଦେବା ଦେବୀ    ସତରେ ଅଛନ୍ତି

        ଜାଣି ନାହିଁ ମୁଁ ଏ ପୁରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational