STORYMIRROR

Shrabanee Mahapatra

Inspirational

3  

Shrabanee Mahapatra

Inspirational

ମାଆର ମମତା

ମାଆର ମମତା

1 min
432

 ଜନମ ଦେଇଛୁ ରକତ ଦେଇ ମାଆ 

କୋଳେଇ ଧରିଛୁ ମୋତେ 

ସେନେହ ମମତା ଅଜାଡି ଦେଇଛୁ 

ମାଆ ତୋର କାନି ପଣତେ 


ପଥ ହୁଡି ଗଲେ ଦେଖାଉ ତୁ ବାଟ 

ଅଲିଅଳି ଶିଶୁ ପ୍ରାୟ 

ଆଶିଷ ତୋହର ଥିଲେ ଶିରପରେ 

ଲାଗେନି ଡର କି ଭୟ 


ସ୍ୱପ୍ନ ଜଗତରୁ ବାସ୍ତବ ଆଡ଼କୁ 

ହାତ ଧରି ନେଲୁ ତୁହି 

ମୋ ପଥର ସବୁ ଭ୍ରମ ମରୀଚିକା 

ଏଡାଇ ଦେଲୁ ମାଆ ତୁହି 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational