STORYMIRROR

Shrabanee Mahapatra

Children

3  

Shrabanee Mahapatra

Children

ମେଘ ବରଷିଲା

ମେଘ ବରଷିଲା

1 min
401

ମେଘ ବରଷିଲା ଟୁପୁରୁ ଟୁପୁରୁ 

କେଶୁର ମାଇଲା ଗଜା 

ବେଙ୍ଗୁଲି ନାନୀର ବାହାଘର ଆଜି 

ଝରି ପୋକ ହେବ ଭଜା 


ମାଛମାନେ ବରଯାତ୍ରୀ ହୋଇ 

ବାହାର ହେଲେଣି ବାଣ ଫୁଟାଇ 

ଜୁଳୁଜୁଳା ପୋକ ରୋଷଣୀ ଜଳାନ୍ତି 

ଗଧିଆ ବଜାଏ ବାଜା 

ସେତ ଭାଲୁ ନାଟ କେଡେ ମଜା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children