Shrabanee Mahapatra
Others
ଅତୀତ କୁ ମୁହି ଦେଇଛି ହଜେଇ
ସ୍ମୃତି ର ସାଗର କୋଳେ।
ଫେରି ଆସେ ନାହିଁ ସେ ଅତୀତ କେବେ
ଯେତେ ମୁହି ଖୋଜୁଥିଲେ।
ସେନେହ ମମତା କାଣିଚାଏ ପାଇଁ
ବଢିବାର ସପନ ଦେଖେ ।
ବିତି ଯାଇଥିବା ଅତୀତ ଗୁଡିକୁ ମୁଁ
ବୁକୁ ରେ ସାଇତି ରଖେ ।
ବରଷା ଆସିଲା
ହେ ଗୁରୁଦେବ
ଅତୀତ
ମେଘ ବରଷିଲା
ମାଆର ମମତା