STORYMIRROR

Pramila Sahoo

Inspirational

2  

Pramila Sahoo

Inspirational

କନ୍ୟା ସନ୍ତାନ

କନ୍ୟା ସନ୍ତାନ

1 min
13.7K


ହେ ଇଶ୍ୱର କନ୍ୟା ସନ୍ତାନ

ପ୍ରତି କାହିଁକି ସବୁବେଳେ ଅବିଚାର

ଜନ୍ମ ପରଠୁ ମୃତ୍ୟୁ ଯାଏଁ

ନିତି ପାଇଥାନ୍ତି ଅନେକ କଷ୍ଟ

ଜଗତର ଆଲୋକ ଦେଖିବା ଆଗରୁ

ମିଳିଥାଏ ଯାଏ ଅନ୍ଧକାର

କେବେ ବୁଝିବ ଏ ମଣିଷ ସମାଜ

କନ୍ୟା ସନ୍ତାନ ପାଇଁ ଏ ଜଗତ

ନିତି ପାଉଛନ୍ତି କେତେଯେ ଆଘାତ

ମିଳୁନାହିଁ ସମାଜରେ ସୁରକ୍ଷିତ ସ୍ଥାନ

କନ୍ୟା ଆଖିରେ ନଦିଅ କେବେ ଲୁହ

ଜୀବନ ହେବ ସରସ ଆଉ ସୁନ୍ଦର

ସବୁ ବେଳେ ନିଜେ ଦୁଃଖରେ ରହି

ଅନ୍ୟମାନଙ୍କୁ ସୁଖରେ ଦେଉଥାଏ ନିତି

ପ୍ରତିମୂହୁର୍ତ୍ତେ କରୁଥାଏ ଅନ୍ୟର ସେବା

ବୁଝିପାରନ୍ତି ନାହିଁ କନ୍ୟାର ମନ କଥା

ସବୁବେଳେ କର ସମାଜର କଲ୍ୟାଣ

ସଫଳ ହେବ ମନୁଷ୍ୟ ଜନ୍ମ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational