STORYMIRROR

Chittaranjan Lenka

Tragedy

2  

Chittaranjan Lenka

Tragedy

କଳ୍ପନା

କଳ୍ପନା

1 min
13.4K


ତୋତେ ନେଇ କେତେ        କଳପନା କରେ

ବୁଝିନାହୁଁ କହେ ଯେତେ

ହେଲେ କଳପନା            ଛାଡିଲାନି ମୋତେ

କଷ୍ଟ ଦେଲା ପଛେ କେତେ


ଭଲ ଭାବେ ଜାଣେ            କଳପନା ବିନା

କେହି ବଞ୍ଚିପାରେ ନାହିଁ

ହେଲେ ଏହା ସତ            ଯେତେ କଳପନା

ସେତେ ଦୁଃଖ ବଢିଥାଇ


ଚିତ୍ତ ରଞ୍ଜନ ଲେଙ୍କା(କଟକ)©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy