STORYMIRROR

Sudhir Kumar Panda

Abstract

2  

Sudhir Kumar Panda

Abstract

ଖୁସିର ଲୁହରେ ଦିନଟିଏ

ଖୁସିର ଲୁହରେ ଦିନଟିଏ

1 min
400

ଯେତେବେଳେ ବଢିଯାଏ ମନେ ଭାବର ପ୍ରବାହ

ଦୁଇ ଆଖି ତଳୁ ଆସେ ଲୁହର ପ୍ରବାହ

ଯେଉଁ ଦିନ ଦୁଃଖ କଷ୍ଟ ମନେ ଭରି ଥିଲା

ନିଜ ପାଇଁ ଚାକିରୀଟେ ଦରକାର ଥିଲା

ଅଭାବରେ କଷ୍ଟେମଷ୍ଟେ ପରୀକ୍ଷାଟେ ଦେଲି

ଲେଖାଲେଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ମୁଁ ହେଲି

ଏହା ପରେ ହେଲା ଏକ ମୌଖିକ ପରୀକ୍ଷା

ସେହିଠାରୁ ପାସ ହେଲା ଜୀବନର ଦୀକ୍ଷା

ଅତିଶୟ ଖୁସି ମୋର ସମ୍ଭାଳି ନପାରି

ଖୁସିର ଲୁହରେ ଦିନ କୃତ୍ୟ ଦେଲି କରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract