STORYMIRROR

Titu Sahu

Classics

3  

Titu Sahu

Classics

ଖୋଜୁଛି ମୁଁ ଏମିତି ସାଥୀ

ଖୋଜୁଛି ମୁଁ ଏମିତି ସାଥୀ

1 min
211

ମୁଁହ ରୁ ଝରୁଥାଉ ଖୁସିର ଝରଣା

ଆଖି ଦୁଇଟି ଲେଖୁ ପ୍ରେମର ରଚନା

ଓଠ ଦୁଇଟିରେ ହସର ନଥାଏ ଇତି

ଖୋଜୁଛି ମୁଁ ଏମିତି ସାଥୀ.......


ମୁଁହ ତାର ଫୁଟୁ ଥିବା ନୀଳ କଇଁ

ଦେହ ତାର ସୁନାର ଛାଉଣି

ଗଜ ପରି ଲଗୁଥାଉ ତାର ଗତି

ଖୋଜୁଛି ମୁଁ ଏମିତି ସାଥୀ.......


ଆକଶର ହଉ ପୂୂନେଇଁ ଜହ୍ନ

ସେନେହ ଵାନଟୁ ଥିବ ସବୁଦିନ

ସେନେହରେ ତାର ନ ଥିବ ଇତି

ଖୋଜୁଛି ମୁଁ ଏମିତି ସାଥୀ......।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics