STORYMIRROR

kamal kumar dash

Romance Fantasy Thriller

3  

kamal kumar dash

Romance Fantasy Thriller

ଖୋଜେ ସାଥି ତୁମ ପରି

ଖୋଜେ ସାଥି ତୁମ ପରି

1 min
310


 ପାନ୍ଥଶାଳା ଆଜି ଜୀବନ ହୋଇଛି 

   ହୃଦୟେ ନାମ ତୁମରି 

କ୍ଲାନ୍ତ ମନଟା     କାହିଁକି କେଜାଣି 

   ଖୋଜେ ସାଥି ତୁମ ପରି (୧)

ତୁମରି ପ୍ରୀତିର   କାଉଁରୀ ନିଶାରେ 

     ପାଗଳ ଅଜିମୋ ମନ 

ସକାଳେ ସଂଜରେ ଜହ୍ନ ଆଲୁଅରେ 

   ତୁମେ ଖୋଜେ ସବୁ ଦିନ (୨)

ପ୍ରଶ୍ନିଳ ଆଖି ର     ଅମାନିଆ କଥା 

      ଚୁପି ଚୁପି ତୁମ ହସ 

ଆଜି ମନେପଡ଼େ   ଅଭି ମାନ ଭରା    

     ସବୁ ତୁମ ରାଗ ରୋଷ(୩)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance