STORYMIRROR

Mr.GAGAN BIHARI NAYAK

Romance Classics Fantasy

3  

Mr.GAGAN BIHARI NAYAK

Romance Classics Fantasy

ଖୋଜେ ମୁଁ ତମକୁ

ଖୋଜେ ମୁଁ ତମକୁ

1 min
164


ଖୋଜେ ମୁଁ ତମକୁ ପ୍ରିୟା

ସପନେ ନିତି

କେମିତି ହେବଗୋ ଦେଖା

କହ ମୋ ସାଥୀ ।


କବିତାର ଝଙ୍କାରରେ 

କାନଭାସ ଛବିଟିରେ

ସଂଗୀତର ସାତ ସୁରେ

ପ୍ରେମ ଭରା ଭାବନାରେ

କାଳେ ତୁମେ ଆଙ୍କି ଥିବ

ଭାବେ ମୁଁ ସାଥୀ ।


କାହାଣୀରେ ମୋ' ନାଁ'

ଖୋଜିବୁଲେ ତମ ଗାଁ'

ଲେଖିବାକୁ ଭୁଲିଗଲ

ଚରିତ୍ର ମାନଙ୍କୁ କିଆଁ

ରୂପ ବଦଳେଇ ଥରେ

ଆସିବ ସତେକି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance