Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanka Priyanka

Abstract

4  

Priyanka Priyanka

Abstract

କହ ଥରେ ତୁ ସେ ନା କିଏ

କହ ଥରେ ତୁ ସେ ନା କିଏ

1 min
301


ତୁ କଣ ସିଏ ,

ଯିଏ ପ୍ରତିଦିନ ମୋ ସ୍ଵପ୍ନ ରେ ଆସେ

ଜହ୍ନ ଲୁଚି ଗଲା ପରେ।

ଏ ଅଶାନ୍ତ ଜନଗହଳି ପରିବେଶ ;

ଶାନ୍ତ ହେବା ପରେ ଏକ ନିରୋଳା ମୁହୂର୍ତ୍ତରେ।


ତୁ କଣ ସିଏ,

ଯାହା କଥା ମୁଁ ଲୁଚି, ଲୁଚି

କବାଡ ଫାଙ୍କରେ ଜହ୍ନ ଆଉ ତାରା କୁ କୁହେ।


ତୁ କଣ ସିଏ ,

ହେମ, କାକରରେ ଏକ ନିଶବ୍ଦ ପ୍ରହରରେ

ଛାତ ଉପରେ ବସି ,

ହାତରେ ମୋବାଇଲ ରେ ତୁମ ଛବି ଦେଖି

ଲାଜେଇ ଲାଜେଇ ହସେ ।


ତୁ କଣ ସିଏ,

ଯାହା କଥା ଭାବି ବସେ ସଞ୍ଜ' ଆଉ ସକାଳ ରେ।

କହ ଥରେ ତୁ କଣ ସିଏ।


Rate this content
Log in

Similar oriya poem from Abstract