STORYMIRROR

Priyanka Priyanka

Others

4  

Priyanka Priyanka

Others

ରାତିର ସାଥୀ

ରାତିର ସାଥୀ

1 min
263

ଏକା ଏକା ଭଲ ଲାଗେନା।

      ସାଥି ବିନା ରାତି ପାହେନ।।

ରାତିରେ ସ୍ବପ୍ନ ଆସେ

      ତୁ ଥିଲେ ପାଖେ ମୋର ।।

ସେହି ସ୍ଵପ୍ନ ସତ ହୁଏ 

        ତୁ ରହିଲେ ସବୁ ଦିନ।।

ସ୍ଵପ୍ନ ଲାଗେ ଅମାନିଆ

        ରୋମାଞ୍ଚକ ଭରା।।

ମାେ ହୃଦୟ କାହାକୁ 

         ଦିଏ ନାହିଁ ଧାରା।।

ହୃଦୟ କାଗଜରେ

         ତା ନା ଲେଖିଛି।।

ତା ସ୍ଵପ୍ନ ଦେଖୁ ଦେଖୁ 

       ନିଦ ହଜି ଯାଉଚି ।।

ମନ ଖୋଜେ ରାତିର ସାଥି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍