STORYMIRROR

Sunanda Mohanty

Inspirational Thriller Children

3  

Sunanda Mohanty

Inspirational Thriller Children

କବିତା

କବିତା

1 min
121

କବିର କବିତା

ଅଗରୁ ଚନ୍ଦନ ସଳିତା

ଓଁ ଝୁଣା ର ପରିପୂତା

ଅସ୍ମିତା ବାଗ୍ମତା ଓ ଆଦର୍ଶବାର୍ତ୍ତା

କବିର ଖିଆଲି ପଣେ କବିତାରେ ଥାଏ

ସ୍ନିଗ୍ଧତା ମାନବତା ଓ ମଧୁରତା

ଫୁଲର ମହକତା ଓ ମାଦକତା

ସ୍ୱର୍ଗୀୟ ଭାବ ଧାରେ ପ୍ରଜାପିତା

କବିତାର ବିଷୟ ବସ୍ତୁ କରେ

କେବେ କେବେ ଆକତା ମାକତା

କବିତା ର ଛନ୍ଦ ଲୟ ତାଳ ରେ

ଆଜିକାଲି ରହୁ ସଦା ବୋଧଗମ୍ୟତା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational