STORYMIRROR

Brundabana Pradhan

Tragedy

2  

Brundabana Pradhan

Tragedy

କବିତା ଭିନ୍ନ ଏକ ବନ୍ଧନର

କବିତା ଭିନ୍ନ ଏକ ବନ୍ଧନର

1 min
13

କବିତା ଭିନ୍ନ ଏକ ବନ୍ଧନର 

ଯେଉଁଠି ସ୍ନେହ କରିଥାଏ ଘର। 

ଯେତେ ଅଝଟ ସେତେ ଆପଣାର 

ମୋ ଦୁଃଖରେ ଭିଜେ ଥରକୁ ଥର। 

ଅତି ନିଜର ସେ ନୁହେଁ ପର 

ଦୁଃଖ ଲାଗେ ସେ ନାହିଁ ଏଥର। 

ଅସୁମାରୀ ସ୍ୱପ୍ନ ତାହାର 

କାହିଁକି କେଜାଣି ହେଲା ସେ ପର ।

ଚାଳିଗଲା ପୁଣି ବହୁତ ଦୂର

କବିତା ମୋ ଭିନ୍ନ ଏକ ବନ୍ଧନର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy