STORYMIRROR

Anil kumar Pradhan

Tragedy

3  

Anil kumar Pradhan

Tragedy

କାନ୍ଦିବାକୁ ଚାହେଁ

କାନ୍ଦିବାକୁ ଚାହେଁ

1 min
696

ଆଜି ଯାଏ ମାଆ ମୋର

ହସିନି ମୋ' ଦୁଃଖେ

ହସଉଛି ଜଳି ଜଳି

ପୃଥିବୀର ବକ୍ଷେ ll

ହସ ନୁହେଁ କାନ୍ଦଟିକେ

ଲୋଡ଼ା ମୋ' ଜୀବନେ

ହସିଦେଉ ଶୁଣି କାନ୍ଦ

ମାଆ ଥରେ ମନେ ll

ଫେରିଯିବାକୁ ଚାହେଁ

ସେଇ ଜନ୍ମଦିନେ

ଯେଉଁ ଦିନ ହସିଥିଲା ମାଆ

ମୋ' ଦୁଃଖର କ୍ରନ୍ଦନେ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy