STORYMIRROR

Chittaranjan Lenka

Inspirational Others Abstract

3  

Chittaranjan Lenka

Inspirational Others Abstract

କାଳିଆ କହ ତୁ ସତ

କାଳିଆ କହ ତୁ ସତ

1 min
27.1K


ମୋ ଭାବ ସମ୍ପର୍କ ଭାବନା ରାଜ୍ୟରେ

କେବଳ ଥାଏ ସୀମିତ

ଏ ନିନ୍ଦା ବି ମୋତେ ଶୁଣିବାକୁ ଥିଲା

କାଳିଆ କହ ତୁ ସତ ?

କେଉଁ ନିନ୍ଦା ଆଉ ବାକି ରହିଗଲା

କେବେ ସରିବ ହିସାବ

ତୋତେ କି ଅଜଣା ଅଛିରେ କାଳିଆ

ଥରେ ମୋ କଥା ତୁ ଭାବ

ଦରିଆରେ ଯଦି ବୁଡି ମରିଯାଏ

ତୋତେ ମୁଁ ନିନ୍ଦିବି ନାହିଁ

ଜାଣି ସାରିଲିଣି ମୋର କର୍ମ ଫଳ

ଦଣ୍ଡ ପାଏ ସେଥିପାଇଁ

ଚିତ୍ତରଞ୍ଜନ ଲେଙ୍କା,କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational