Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakta Malla

Romance

2  

Bhakta Malla

Romance

କାହିଁଁକି

କାହିଁଁକି

1 min
1.3K


ପିଇଲ ତ' ସବୁ ତକ ମଧୁ !

ଭେଦ କରି ଅଭେଦ୍ୟ କୋରକ

ଆଘ୍ରାଣ କରିଲ ତା'ର

ମୃହୁ ମୃହୁ ବାସୁଥିବା ବିମୁଗ୍ଧ ମହକ

ମେଣ୍ଟାଇଲ ତୃପ୍ତ ଏକ ତୃଷ୍ଣା ।

ପୁଣି କିଆଁ ଦଳିଦେଲ ନିଜ ହାତେ -

କମନୀୟ ସୌରଭରେ

ବିମଣ୍ଡିତ ପାଖୁଡା ଗୁଡିକ ।।

ଶ୍ରଦ୍ଧାର ସହ

ଭକ୍ତ ଚରଣ ମଲ୍ଲ

03/08/ 2017


Rate this content
Log in

Similar oriya poem from Romance