STORYMIRROR

Sunanda Mohanty

Romance

3  

Sunanda Mohanty

Romance

କାଦମ୍ବିନୀ

କାଦମ୍ବିନୀ

1 min
11.7K

କାଦମ୍ବିନୀ - ୧୦

କାଦମ୍ବିନୀ, ସଖି ନିରୁତା ଓ ଜଡତା ଭିତରେ 

ବି ଚମକେ ଆଭା 

ଏଇ ଦେଖୁନ ଏଇ ଜୀବନ ଜୀବିକା ଭିତରେ 

ନିଶ୍ୱାସ ମାରୁ ମାରୁ କେତେ ନିରୁତା 


ଆଉ ନିଶ୍ୱାସ ବିଶ୍ୱାସ ଭିତରେ କେତେ ଜଡତା 

ତଥାପି ପ୍ରଜାପତି ଉଡୁଛି, ନିର୍ଭିକତା ଦେଖିବାର କଥା 

ସୂର୍ଯ୍ୟ ଓ ଚନ୍ଦ୍ର ତ ସହଜେ ଜୀବନ୍ତ ସ୍ୱରୂପ ର ବାସ୍ତବତା 

ଆମେ କେବଳ ପାଳିବା ସାବଧାନତା 


ନହେଲେ ସତରେ ଥରକୁ ଥର ଏତେ ଆକତା ମାକତା 

ଦେଖିଛନା ଇନ୍ଦ୍ରଧନୁ ର ସେ ଚମତ୍କାରିତା !


Rate this content
Log in

Similar oriya poem from Romance