STORYMIRROR

Sasmita Acharya

Inspirational Others

2  

Sasmita Acharya

Inspirational Others

କ'ଣ ମାଗିବି ମା'

କ'ଣ ମାଗିବି ମା'

1 min
2.6K


କ'ଣ ମାଗିବି ମାଆ

ସବୁ ତ ତୁ ଦେଉଛୁ

କି ଗର୍ବ କି ଅହଂକାର

କି ବିଶ୍ଵାସ ଅବିଶ୍ଵାସ

କି ସୁଖ ଅବା ଦୁଃଖ

ତୋ ଚରଣେ ମଥା ରଖିଲେ

ମିଳିଯିବ ମୋତେ ସବୁ ସୁଖ

ଜୀବନ ଯନ୍ତ୍ରଣାରୁ ସର୍ବ ମୋକ୍ଷ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational