STORYMIRROR

Tapan Dixit

Inspirational Others Abstract

2  

Tapan Dixit

Inspirational Others Abstract

ଜୟ ଜଗନ୍ନାଥ

ଜୟ ଜଗନ୍ନାଥ

1 min
14.8K


ଅଶାର କୁସୁମ ନିତି ତୋଳି ପୂଜେ 

ଅସରା ଲୁହକୁ ଦେଇ

ଖାଲି ପସରାରେ ଦିନ ବିତି ଯାଏ 

ତୋର ନାମ ନେଇ ନେଇ,

ଆସରା ଯା ତୋର ଇସାରା କୁ ପ୍ରଭୁ 

ବିଶ୍ୱାବସୁ ବିଶ୍ୱାସରେ

ନୀଳ ମାଧବର ପରିଚୟେ ମୋତେ

ଠକିବୁନି –ସଂସାରରେ,

ଅହୋ! ଦୀନ ନାଥ ଅନାଥର ନାଥ 

ଏହି ଅଳି ଶ୍ରୀଛାମୁରେ 

କରୁଣାରୁ ଉଣା ନକରିବୁ କେବେ 

ଯିବି ଯେବେ ସ୍ୱର୍ଗଦ୍ୱାରେ .... ।।

ତପନ ଦୀକ୍ଷିତ(ବେଳାଭୂମି) 

ନାଶିକେଶ୍ୱର, କାକଟପୁର, ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational