STORYMIRROR

Sahitya Pujari Laxman Behara

Inspirational

3  

Sahitya Pujari Laxman Behara

Inspirational

ଜୟ ହିନ୍ଦୁସ୍ଥାନ

ଜୟ ହିନ୍ଦୁସ୍ଥାନ

1 min
189


ବିନା ରକ୍ତପାତେ ଇଂରେଜ ଜିତିଲୁ

ଜାଣିଛି ସାରା ଜଗତ,

ଇତିହାସେ ଆମ ନାମ ଲେଖାଇଲୁ

ଉଡାଇ ଭାରତ ନେତ ।


ତୁମେ କେତେ କୁହ ଆମ ନିକଟରେ ?

ଆରେ! ଆରେ! ବେହୀମାନ୍ ,

ଚାହିି ଦେବୁ ଯଦି ଆମେ ମଥା ଟେକି

ହୋଇଯିବ ତୁମେ ଲୀନ ।


ଅସ୍ତ୍ର ଠାରୁ ଆମ ବୁଦ୍ଧି ବଳିୟାନ

ତୁମେ କିପରି ଜାଣିନ ?

କ୍ଷଣିକ ଭିତରେ ତୁମ ନାମ କାଟି

ଲେଖିଦେବୁ ହିନ୍ଦୁସ୍ଥାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational