STORYMIRROR

Chittaranjan Lenka

Inspirational Abstract Others

2  

Chittaranjan Lenka

Inspirational Abstract Others

ଜଟାଧାରୀ

ଜଟାଧାରୀ

1 min
13.6K


ନିଜ ପାଇଁ ଶୁଭ   କରେ ଯିଏ ତେଜ୍ୟ

ଅଶୁଭ ନିଏ ଆଦରି

ଅଳପରେ ଖୁସି   ଦେଇପାରେ ଯାଚି

     ନୁହେଁ କି ସେ ଜଟାଧାରୀ?


ଜଳ ଟିକେ ନେଇ  ପାରେ ଯିଏ ଦେଇ

ମୁକତି ପଥ ସନ୍ଧାନ

ନିଜେ କୁହ ଭାଇ    ଜାଣିଛ କି କେହି

ଶଙ୍କରଠୁ ଅଛି ଭିନ୍ନ? ? ?


ଚିତ୍ତ ରଞ୍ଜନ ଲେଙ୍କା (କଟକ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational