STORYMIRROR

Liza Senapati

Inspirational

3  

Liza Senapati

Inspirational

ଜରିଗୋଟାଳି

ଜରିଗୋଟାଳି

1 min
161

ଏ ଦୋକାନରୁ ସେ ଦୋକାନ,

ଏ ଗଳିରୁ ସେ ଗଳି,

ମୁଁ ଘୁରିବୁଲେ ଯାଯାବର ପରି,

ହଁ ମୋର ବି ଗୋଟେ ନାଁ ଅଛି।

ମତେ ସମସ୍ତେ ଡାକନ୍ତି ଜରିଗୋଟାଳି।

ମୋ ଦେଶର ସ୍ୱଛତା ଅଭିଯାନରେ,

ମୋର ବି ଗୋଟିଏ ମୂଖ୍ୟ ଭୂମିକା ଅଛି।

ସବୁଦିନ ମୁଁ ଆବର୍ଜନା ସଫା କରେ,

ମତେ କେହି ଚିହ୍ନନ୍ତି ନାହିଁ।

ମୋ ଦେଶର ରାଜତନ୍ତ୍ରରେ ନିୟମ ଅଛି,

ମହତ୍ କାର୍ଯ୍ୟ ପୃରସ୍କାର ଯୋଗ୍ୟ,

ହେଲେ ମୁଁ କେବେ ପୁରସ୍କୃତ ହୋଇ ନାହିଁ।

ମୁଁ ସମାଜ ସେବା କରେ ମୋ ପେଟ ପାଇଁ

ମୁଁ ନିତି ସ୍ୱପ୍ନ ଦେଖେ ଦି ମୁଠା ଭାତର ସ୍ୱପ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Inspirational