STORYMIRROR

Nrusingha Panigrahi

Comedy

4  

Nrusingha Panigrahi

Comedy

ଜୋକର୍

ଜୋକର୍

1 min
23K

ନିଜ ଦୁଃଖ ଭୁଲି  ପରକୁ ହସାଏ

ନିଜର କାହାଣୀ ପଛକୁ ଲୁଚାଏ ।।


ଟିକେ ଖୁସି ପାଇଁ କେତେ କଷ୍ଟ କରେ

ଭିକ ମାଗିବାକୁ ବି ପଛଘୁଞ୍ଚା ଦିଏ ।।


କେହି ବି ମାରିଲେ  ତାକୁ ଦୁଃଖ ଲାଗେ

ସେ କିନ୍ତୁ ମାରିଲେ କାହାକୁ ନ ଜଣାଇ ।।


ଦୁର୍ଲଭ ଜୀବନ ସେ  ପାଇଅଛି ଭଲେ

କେହି ନ ପାରନ୍ତି   ଜାଣି ତାକୁ ସତେ ।।


ଜୀବନ ଜୀବିକା  କରିଥାଏ କାଳେ

କେହି ତାକୁ ଦିନେ ନ ପଚାରନ୍ତି କେବେ ।।


ରୂପରେ ତାହାର  ଯୋକର୍ ବ୍ୟବହାର

ଗୁଣରେ ସାଧୁ ର  ଅରୂପ ଯାଦୁଗର !!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy