Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hitesh Mohapatra

Inspirational

4  

Hitesh Mohapatra

Inspirational

ଜ୍ଞାନ

ଜ୍ଞାନ

1 min
366


ସମୟ ସରି ଆସୁଛି

ବୟସ ଜାଉଛି ଗଡି

ସ୍ୱପ୍ନଗୁଡିକ ମଉଳି ଗଲାଣି

ଶେଷ ରାତି ଆସୁଛି ମାଡି ।୧ 


କଳା ବାଳ ଧଳା ହେଲା

ପଡି ଗଲାଣି ଦାନ୍ତ

ଜୀବନଟା ସାରା ଧାଇଁ ଧାଇଁ

ହେଇଗଲିଣି କ୍ଳାନ୍ତ |୨ 


ସତ ଓ ମିଛକୁ ପରଖୁ ପରଖୁ

ନିଜେ ମିଛ ହେଇଗଲି

ବଞ୍ଚିବି ବଞ୍ଚିବି ବୋଲି କହି

ତାରିଖଟିଏ ହିଁ ପାଇଲି |୩ 


ସମୁଦ୍ର କୁଳରେ ଉଠୁଥିବା

ଢ଼େଉର ଗର୍ଜନ ପରି କଟିଗଲା ଏ ଜୀବନ

ସତ ଜୀବନ ଥାଏ

ଗଭୀର ସମୁଦ୍ରେ

ଯାହା ହୋଇ ରହିଗଲା 

ମାତ୍ର ଏକ ଜ୍ଞାନ |୪ 



Rate this content
Log in

Similar oriya poem from Inspirational