STORYMIRROR

Liza Senapati

Abstract

3  

Liza Senapati

Abstract

ଜଳ

ଜଳ

1 min
12K

ବିଦ୍ଦୁ ବିଦ୍ଦୁ ଜଳରାଶି ,

ମିଶି ହେଇଚି ସାଗର, ଟୋପା ଟୋପା ପାଣିରେ,

ଗଢ଼ା ସପନ ଆମର, ଜଳ ବିନା ମୂହୁର୍ତ୍ତ ଅଦ୍ଧାର,

ଜଳ ଆମରି ଜୀବନ।କିଏ ବା ରୋକିପାରିଛି ମୋ ଗତିବିଧିକୁ

ଚକ୍ରଭଳି ଘୂରୁଥାଏ ମୁଁ ଅନବରତ

ନେଇ ସୁଖ ଦୁଃଖକୁ

ହେ ମୁହୂର୍ତ୍ତ

ସବୁଠାରୁ ବଳୀଯାନ୍ ତୁମେ

କେବେ ତ ମୋହମାୟା ପୂର୍ଣ୍ଣ

କେବେ ପୁଣି ତୁମେ ମୋହଶୂନ୍ୟ

ତୁମେ ଆକାର,ନିର୍ବିକାରର

ଉଭୟ ମିଳନ

ତୁମେ ଅନନ୍ତକାଳର ରୂପାନ୍ତର

ବୁଝେନା ଜୀବନ

କେବେ ତୁମେ ସ୍ଥିତପ୍ରଜ୍ଞ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ

Similar oriya poem from Abstract