STORYMIRROR

Sudhashree Bhattamisra

Inspirational

4  

Sudhashree Bhattamisra

Inspirational

ଜୀଵନ

ଜୀଵନ

1 min
319

ଧୂଆଁ ଏବେ ଆସେ ବିନା ନିଆଁରେ 
ଜୀଵନ ଏବେ ଜଳେ ବିନା ଯାତନାରେ 
ଲେଖେ ଯନ୍ତ୍ରଣା ର କଥା ମନର ବ୍ୟଥା.....
ସ୍ବପ୍ନ ଭଳି ସବୁକିଛି ପ୍ରତୀୟମାନ ହୁଏ 
କିନ୍ତୁ ଜୀଵନ ଟା ସ୍ବପ୍ନ ନୁହେଁ 
ନଗରୀ ଏକ ବାସ୍ତବତା ର...
ସୁରୁଜ ଯେବେ ଉଏଁ 
ଭାବନା ମୋର ସକ୍ରିୟ ହୁଏ 
ମୁଁ ଯେବେ ଜାଗରିତ ହୁଏ 
ଜୀଵନ ଠୁ ଜିଁବାକୁ ଜୀଵନ ଭଳି 
ଜୀଵନ ବି ମତେ ଭଲ ପାଏ 
ଆଲିଙ୍ଗନ କରେ କୋଳାଗ୍ରତ କରେ 
ଭଲ ବି ପାଏ, ଜୀଵନ ଠୁ ଶିଖେ 
ମୁଁ ବଂଚିବାର, ଆପଣେଇ ବାର 
ଜୀଵନ କୁ ଆଉ ଶୈଳୀ ବଂଚିବାର........


Rate this content
Log in

Similar oriya poem from Inspirational