STORYMIRROR

Jyotsna Acharya

Inspirational

3  

Jyotsna Acharya

Inspirational

ଜୀବନର ପଥ

ଜୀବନର ପଥ

1 min
224

କେବେ ତୁ ବିଶ୍ୱାସର ବହ୍ନିଟିଏ

ଜ୍ୟୋତି ଆଲୋକର କେନ୍ଦ୍ର ବିନ୍ଦୁ 

କେବେ ତୁ ନିତ୍ୟ ବାସ୍ତବ ଆନନ୍ଦର 

ବିନ୍ଦୁ ବିନ୍ଦୁ ସିନ୍ଧୁ।


କେବେ ପୁଣି ଧୈର୍ଯ୍ୟଟିର 

ତୁ ଉତ୍ତଙ୍ଗ ପାହାଡ 

କେବେ ଚାଲୁଥାଉ ସହରର ସେହି

ଉପତ୍ୟକା ମାଳ।


ସାହସରେ ଚଢିଯାଉ କେବେ 

ଏଭେରେଷ୍ଟ ଶୃଙ୍ଗ 

ଶାନ୍ତି ପାଇଁ ଲଢିଯାଉ ପୁଣି

ଆତ୍ମା ସଙ୍ଗେ ଯୁଦ୍ଧ।


ମୋହ ମାୟା ତ୍ୟାଗ କରି

ଷଡ ରିପୁଜୟ  

ବ୍ରହ୍ମ ପୁଣି ନାରାୟଣୀ 

ସ୍ୱୟଂ ନିଷ୍ଠା ଧର୍ମଟିର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational