STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଜୀବନ

ଜୀବନ

1 min
157

ଜୀବନଟା ଈଶ୍ୱରଙ୍କ ଅମୁଲ୍ୟ ଦାନ

ଜୀବନକୁ ନେଇ ମଣିଷ ଦେଖେ କେତେ ସପ୍ନ

ଜୀବନରେ ରହିଛି କେତେ ଆଶା ,ନିରାଶା

ତଥାପି କ୍ଷଣିକ ଜୀବନ ନାହିଁ ତାର 

ଭରସା

ଜୀବନ କେବେ କାହା ପାଇଁ କଳଙ୍କର ଗାର

କାହା ପାଇଁ ସେ ଲୁହର ସାଗର

ଜୀବନ କେବେ ଆଗକୁ ଯାଉ 

ଯାଉ ଝୁଣ୍ଟି ପଡେ

ପୁଣି ଜୀବନଟି ଅକାଳରେ ଝଡି ପଡେ

ଜୀବନ ସତରେ ଏକ ଅଭିନୟ ଆମ ପାଇଁ

ଜୀବନ ଆସିଛି ପୁଣି ଚାଲି ଯିବ

ଏ କଥା ଅନ୍ୟଥା ହେବ ନାହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational