Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Inspirational

3  

Tikeshwar Sahu

Inspirational

ଜୀବନ

ଜୀବନ

1 min
157



ଜୀବନଟା ଦୁଇ ଦିନ ଦୁନିଆଁର ସାଥି,

ଆଜି ଅଛି କାଲି ନାହିଁ ସବୁ ନେବ ପୋଛି |୧|

ସୁଖଦୁଃଖ ଦୁଇ ବନ୍ଧୁ ଜୀବନର ସାଥି,

ହସଖେଳ ରାଗ ଋଷା ସବୁମିଳେ ଏଠି |୨|

ଜନନୀର ସେନେହରେ ମିଳିଯାଏ ସ୍ୱର୍ଗ,

ମରୁଝଡ଼େ ସୁଶୀତଳ ଜଳଢାଳେ ମର୍ତ୍ତ୍ୟ |୩

ଜୀବନକୁ ବାହିନିଏ ଚଉବାହା ଏକା,

ଭବ ସିନ୍ଧୁ ପାରି କରି ଦେବ ସିନା ଚକା |୪|

ଯାହା ବୋଲୁ ମୋରମୋର ନୁହେଁ ତୋର ବାବୁ,

ଜୀବନର ମହାସତ୍ୟ କରିନେବ କାବୁ |୫|

ଯାତ୍ରା ପଥେ କଣ୍ଟା ଅଛି ଫୁଲଶେଯ ଅଛି,

ଜୀଇଁବାର ଜିଜ୍ଞାସାଟା ବାହି ନିଏ ହସି |୬|

ଦୁର୍ଲ୍ଲଭ ଏ ଜୀବନକୁ ପ୍ରଭୁ କାର୍ଯ୍ୟେ ଲଗା,

ତେବେ ସିନା ପାଇବୁ ତୁ ଜୀବନର ମଜା |୭|



Rate this content
Log in