ଜୀବନ
ଜୀବନ
ଜୀବନ ଆସିଛି ଦୁଇ ଦିନ ପାଇଁ,
ଦିନେ ଜନମ ଦିନେ ମରଣ ହେବ ରେ ଭାଇ,
ଜୀବନେ ସୁଖ ଠୁ ବେଶୀ ଦୁଃଖ ମିଳେ,
ଜୀବନେ ହସ ଠୁ ବେଶୀ କାନ୍ଦ ମିଳେ,
ଜୀବନେ ପାଇବା ଠୁ ବେଶୀ ହାରିବା ର ଭୟ ,
ଜୀବନେ ଲାଭ ଠୁ ବେଶୀ ମିଳେ ପରାଜୟ,
ଜୀବନେ ମିତ୍ର ଠୁ ବେଶୀ ଶତ୍ରୁ ଆସନ୍ତି,
ଜୀବନେ ସୁଖ ଠୁ ବେଶୀ ଦୁଃଖ ଦିଅନ୍ତି,
ଜୀବନେ ଆଶା ଠୁ ବେଶୀ ନିରାଶା ଆସେ,
ଜୀବନେ ଆଲୋକ ଠୁ ବେଶୀ ଅନ୍ଧାର ଦିଶେ,
ଜୀବନ ଆସିଛି ଅଳ୍ପ ଦିନ ପାଇଁ,
ବ୍ୟାଧି ପ୍ରତି ମୁହୁର୍ତ୍ତରେ ସ୍ଵର୍ସ୍ କରଇ ।।