STORYMIRROR

Pramila Sahoo

Tragedy

3  

Pramila Sahoo

Tragedy

ଜୀବନ

ଜୀବନ

1 min
13.1K


ଜୀବନର ମାନେ କିଛି ନୁହଁ

ଖାଲି ବହିଟିଏ

ସେଥିରେ ଲେଖା ଯାଇଛି

ସୁଖ, ଦୁଃଖ, ଯନ୍ତ୍ରଣା ଖାଲି

କିଛି ସ୍ମୃତି ଭୁଲି ହୋଇଯାଏ

ଆଉ କିଛି ହୃଦୟରେ ସାଇତା ହୋଇ ରହିଯାଏ

ବାସ୍ ଇଏ ବି କିଛି ନୂଆ କଥା ନୁହେଁ

ପ୍ରତିମୂହୁର୍ତ୍ତେ ଏଠି ମରିବାକୁ ହୁଏ

ସବୁ ଦୁଃଖ ଯନ୍ତ୍ରଣାକୁ ମନରେ ମାରି

ଅନ୍ୟ ମାନଙ୍କ ପାଇଁ ହସିବାକୁ ହୁଏ ଏଠି

ବର୍ଷା ବରଷିଲେ ସିନା ନଈଟିଏ ହୋଇ ଯାଏ

କିନ୍ତୁ ଆଖିରୁ ଲୁହ ଝରିଗଲେ ପିଇଯାଏ ଓଠ

ଯଦି ଜୀବନ ଦୀପଟିଏ ହୁଏ

ଅନ୍ୟ ପାଇଁ ଦୁଃଖ ଯନ୍ତ୍ରଣା ସହି ଜଳୁଥିବି ସବୁଦିନ

ପ୍ରମିଳା ସାହୁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy