STORYMIRROR

Sudhashree Bhattamisra

Abstract

2  

Sudhashree Bhattamisra

Abstract

ଜୀବନ

ଜୀବନ

1 min
139

ଜୀବନ କେବେ ମରୁ ଉଦ୍ୟାନ

କେବେ ଅରଣ୍ୟ ରୋଦନ

କେବେ କଣ୍ଟା ବଣ

କେବେ ଶ୍ରାବଣ

କେବେ ଆକାଶ

କେବେ କ୍ଳେଶ

କେବେ ଦୂରପାହାଡ

କେବେ ଭଙ୍ଗାନୀଡ଼

କେବେ ମଲାଜହ୍ନ

କେବେ ସାୟାହ୍ନ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhashree Bhattamisra

ଠିକଣା

ଠିକଣା

1 min ପଢ଼ନ୍ତୁ

ତମେ

ତମେ

1 min ପଢ଼ନ୍ତୁ

ଆକାଶ

ଆକାଶ

1 min ପଢ଼ନ୍ତୁ

ଶବ୍ଦ

ଶବ୍ଦ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ମୁଁ

ମୁଁ

1 min ପଢ଼ନ୍ତୁ

Similar oriya poem from Abstract