STORYMIRROR

Abhinaba Pattniak

Abstract

2  

Abhinaba Pattniak

Abstract

ଜୀବନ

ଜୀବନ

1 min
3.0K

ଏଠି ଜୀବନ ମାନେ ଖାପଛଡ଼ା

ସଙ୍ଗରୋଧ ପ୍ରତିବଦ୍ଧତା ।

ତା ଭିତରେ ଯମ ,ନିୟମ ,ଆସନର ଅନୁକୂଳତା ।

ସେଇଥିରେ ସ୍ୱାଦର ଅସ୍ପଷ୍ଟତା

କିଛି ଜଡତା ଭିତରେ ନୂତନତା ।

ସବୁବେଳେ ଦୂରତାର ଆବେଗିକ ମାନସିକତା ।

ଉଦାରତା ସାମାଜିକ ଦୂରତାରେ ଗଠିତ ନୂତନ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract