STORYMIRROR

Geeta Sarangi

Abstract

4  

Geeta Sarangi

Abstract

ଜୀବନ ଗୀତା-୪୩୯

ଜୀବନ ଗୀତା-୪୩୯

1 min
218

ଜ୍ଞାନର ଗନ୍ତାଘର

ଏଇ ଜୀବନ

ସରେନାହିଁ କେବେହେଁ

କରିଲେ ଦାନ ॥୦॥

ନୂଆ ଭାବ ନୂଆ ଭାଷା

ଭରିଥାଏ ତା ଦେହରେ

ପରିବର୍ତ୍ତନ ସତତ

ଆସେ ଜୀବନ ଶୈଳୀରେ

ମଗଜେ ଭରି କେତେ

ନୂଆ ଚିନ୍ତନ ॥୧॥

କେତେ ଆଶା କେତେ ସ୍ୱପ୍ନ

ଅନ୍ତର ମନରେ ତାର

ପୂରଣ କରିବା ପାଇଁ

ସଦା ସେତ ଯତ୍ନଶୀଳ

ସତପଥ ସର୍ବଦା

କରେ ଚୟନ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract