STORYMIRROR

Geeta Sarangi

Abstract

4  

Geeta Sarangi

Abstract

ଜୀବନ ଗୀତା-୪୩୫

ଜୀବନ ଗୀତା-୪୩୫

1 min
403

ଜୀବନର ଛଅ ରାଗ

ଛତିଶ ରାଗିଣୀ

ଭାବ ସମାଧିରେ ସିନା

ହୋଇଥାଏ ଜାଣି ॥୦॥

ତପସ୍ୱୀର ତନ୍ମୟତା

ତୁରୀୟ ଅବସ୍ଥା

ଗୃହସ୍ଥର କର୍ମମୟ

ଜୀବନ ବ୍ୟବସ୍ଥା

କେତେରୂପେ ଖଞ୍ଜିଅଛି

କିଏସେ ବିନ୍ଧାଣି ॥୧॥

ଜନ କଲ୍ୟାଣ କର୍ମରେ

ତପସ୍ୱୀ ଯେ ବ୍ରତୀ

ଗୃହର କଲ୍ୟାଣ ପାଇଁ

ଗୃହସ୍ଥ ଖଟନ୍ତି

ସମାଜ ଦୁହିଁଙ୍କ ଠାରେ

ରହେ ଚିର ଋଣୀ ॥୨॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract