STORYMIRROR

Geeta Sarangi

Inspirational

3  

Geeta Sarangi

Inspirational

ଜୀବନ ଗୀତା-୪୨୪

ଜୀବନ ଗୀତା-୪୨୪

1 min
167

ଜୀବନ ଧରାରେ ଏକ

ଅନିର୍ବାଣ ଦୀପଶିଖା

ଯେତେ ଝଡ ଆସିଲେବି

ମୁକାବିଲା କରେ ପକ୍କା ॥୦॥

ଝଡ ଆସୁ ବାତ୍ୟା ଆସୁ

ଜୀବନତ ଡରେନାହିଁ

ସାମ୍ନାକରେ ସବୁବେଳେ

ଅଣ୍ଟାରେ ଲୁଗା ଗୁଡାଇ

ନିଜର ଭୁଲ୍​ରୁ ନିଏ

ନିଜେଇତ ମହାଶିକ୍ଷା ॥୧॥

ସଫଳ କାହାଣୀ ସିଏ

ଲେଖିଯାଏ ଧରାପରେ

ବିଫଳ ହୋଇସେ ବସି

ରହେନାହିଁ ଘରକୋଣେ

ଭୟପାଇ କରେନାହିଁ

କେବେସେ ଜୀବନ ଭିକ୍ଷା ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational