STORYMIRROR

Geeta Sarangi

Inspirational Others

2  

Geeta Sarangi

Inspirational Others

ଜୀବନ ଗୀତା-୩୦୮

ଜୀବନ ଗୀତା-୩୦୮

1 min
245


ଜୀବନ ଯେବେ ଜାଲରେ ପଡି

ଛଟପଟ ହେଉଥାଏ

ସମୟର ବୁଢୀ ଅସୁରୁଣୀ

ତାକୁ ଜଗି ବସିଥାଏ ॥୦॥

ଜୀବନର ପରାଜୟ

ଶିଖାଇ ଦିଏ ଯାହା

କେଉଁ ପୁସ୍ତକରେ କିଂତୁ

ନଥାଏ ଲେଖା ତାହା

ଭବିଷ୍ୟତ ଗଢିବାରେ ସେତ

ମୂଳଦୁଆ ହୋଇଥାଏ ॥୧॥

ପୁରୁଣା କ୍ଷତ ଉଖାରି

ବୁହାଏ ଯିଏ ଲହୁ

ପୁରୁଣା ଦିନର କଥା

ଭୁଲିବ ସିଏ କାହୁଁ

ଅତୀତରୁ ଶିକ୍ଷା ପାଇ ସିନା

ଭବିଷ୍ୟତ ଗଢିଥାଏ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational